Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜ୍ରାଘାତରେ ୧୫ ଆହତ ,୪ ଗୁରୁତର 

Manini Pattanayak
Browse all articles by Manini Pattanayak
·1 year ago
ବଜ୍ରାଘାତରେ ୧୫ ଆହତ ,୪ ଗୁରୁତର 

 ବରଗଡ଼ : ବଜ୍ରାଘାତରେ ୧୫ ଆହତ ,୪ ଗୁରୁତର । ବରଗଡ଼ ଜିଲ୍ଲା ବରପାଲି ଥାନା ମୁନୂପାଲି ଗାଁରେ ଅଭାବନୀୟ ଘଟଣା।  ଗାଁରେ କୃଷିକ ଭିତ୍ତିକ ଯାତ୍ରା ଚାଲୁଥିବା ସମୟରେ ହଠାତ୍ ଘଡଘଡି ବର୍ଷା ହୋଇଥିଲା ଓ ବଜ୍ରାଘାତ ହେବା ଯୋଗୁଁ ୧୫ ଆହତ ଓ ୪ ଜଣ ଗୁରୁତର ସୂଚନା । ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବରପାଲି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
15 injured in lightning strike, 4 seriously | Argus News