Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲିଙ୍ଗରାଜ ମନ୍ଦିର ପାଖ ହାଟସାହି ATM ରୁ ଲୁଟ୍

Smruti Parija
Browse all articles by Smruti Parija
·2 years ago
ଲିଙ୍ଗରାଜ ମନ୍ଦିର ପାଖ ହାଟସାହି ATM ରୁ ଲୁଟ୍

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଖ ହାଟସାହି ATM ରୁ ଲୁଟ୍ । ଗ୍ୟାସ କଟରରେ କାଟି ATM ଲୁଟ୍ କରିଛନ୍ତି ଲୁଟେରା । ଭୋର ସମୟରେ ଲୁଟ୍ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଲିଙ୍ଗରାଜ ପୁଲିସ ପହଂଚି ତଦନ୍ତ କରୁଥିବା ସୂଚନା ରହିଛି । ATM ରୁ 15 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା ସୂଚନା ରହିଛି ।
 

ଆହୁରି ପଢନ୍ତୁ ଅପରାଧ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
15-lakh-looted-from-lingaraj-hatasahi-SBI-atm | Argus News