Videos
|
Odisha

ବିଜେପିରେ ମିଶିଲେ ୧୫ ଜଣ ସରପଞ୍ଚ ସହ ୭ଜଣ ସମିତି ସଭ୍ୟ

Rashmita Mishra
Browse all articles by Rashmita Mishra
·1 year ago
ବିଜେପିରେ ମିଶିଲେ ୧୫ ଜଣ ସରପଞ୍ଚ ସହ ୭ଜଣ ସମିତି ସଭ୍ୟ

ଅର୍ଗସ ବ୍ୟୁରୋ: ବିଜେପି ଶାସନକୁ ଆସିବା ପରେ ଧିରେ ଧିରେ ବହୁ ବିଜେଡି ନେତା ଓ କର୍ମୀ ଏବେ ବିଜେପି ମୁହାଁ ହେଉଛନ୍ତି। ଦିନକୁ ଦିନ ବିଜେଡି ର ଗଡ ଭାଙ୍ଗିବାରେ ଲାଗିଛି। ସମସ୍ତେ ବିଜେପିରେ ଯୋଗଦାନ କରିବା ସହ ବିଜେପି ସଙ୍ଗଠନରେ ନିଜକୁ ସାମିଲ କରୁଛନ୍ତି। ଏହିଥିରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଦର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବହୁ ବିଜେଡି ନେତା ବିଜେପି ମୁହାଁ ହେଉଛନ୍ତି। ବିଜେଡିର ୭ଜଣ ସମିତି ସଦସ୍ୟ, ୧୫ ଜଣ  ସରପଞ୍ଚଙ୍କ ସହ ବହୁ ତୁଙ୍ଗ ବିଜେଡି ନେତା ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ସମ୍ମୁଖରେ  ବିଜେପି ରେ ସାମିଲ ହୋଇଥିଲେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
15 Sarpanch and 7 members joined BJP | Argus News