ଚୋରା କଫ୍ ସିରପ୍ ଗାଡି ଜବତ , ଡ୍ରାଇଭର୍ ଗିରଫ
·1 year ago

କଟକ: କଟକ ସଦର ଥାନାରେ ଚୋରା କଫ୍ ସିରପ୍ ଗାଡି ଜବତ ହୋଇଛି । 1680 କଫ୍ ସିରପ୍ ବୋତଲ ଜବତ ହୋଇଥିବା ବେଳେ ଗାଡି ଡ୍ରାଇଭର ଗିରଫ ହୋଇଛି । କପଡା ବେପାର ନାଁରେ ଚାଲାଣ ହେଉଥିଲା ଚୋରା କଫ ସିରପ୍ । ଗତକାଲି କଟକ ସଦର ଥାନା ଅଞ୍ଚଳ ବମ୍ପକୁଦରେ ଗାଡି ଦୁର୍ଘଟଣା କରିବା ପରେ ସ୍ଥାନୀୟ ଲୋକ ଗାଡି ଅଟକାଇ ପୋଲିସ ଜିମା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: