Videos
|
Odisha

ରାଜ୍ୟରେ  ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ

Swayangprajna Mishra
Browse all articles by Swayangprajna Mishra
·2 years ago
ରାଜ୍ୟରେ  ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ

ଅର୍ଗସ ବ୍ୟୁରୋ : ରାଜ୍ୟରେ  ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ। ପ୍ରାଥମିକ ପର୍ଯ୍ୟୟରେ ଗ୍ରାମାଞ୍ଚଳରେ ଶିକ୍ଷକ ନିଯୁକ୍ତି ନେଇ ଗୁରୁତ୍ବ ଦେବ ବିଭାଗ । ଯେଉଁ ସ୍କୁଲ ଜଣେ ଶିକ୍ଷକ ରେ ଚାଲୁଛି ସେଠି ଶିକ୍ଷକ ପୋଷ୍ଟିଂ ପାଇବେ। ବିଭାଗ ଏ ନେଇ ପଦକ୍ଷେପ ନେଉଛି।

ଅଧିକ ପଢନ୍ତୁ : କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା

ଯେଉଁଠି ଖାଲି ପଡ଼ିଛି ଶିକ୍ଷକ ପଦବୀ, ସେଠାରେ ପାଠ ପଢ଼ାରେ ଯେଉଁ ବ୍ୟାହତ ହୋଇଛି ସେଠି ମଧ୍ୟ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭାଗ ଆଗ ଶିକ୍ଷକ ନିଯୁକ୍ତି କରିବ। ଡ୍ରପ ଆଉଟ ସଂଖ୍ୟା ଏହା ଦ୍ୱାରା କମିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ବିଭାଗ ପ୍ରତିବଦ୍ଧ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
18 thousand junior teachers will be employed in the state | Argus News