Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଗିରଫ

ଅର୍ଗସ ବ୍ୟୁରୋ:  ନନ୍ଦନକାନନ ଉପନିର୍ଦେଶକଙ୍କ ଅଫିସରେ ପଶି ଦୁର୍ବୁତ୍ତଙ୍କ ଆତଙ୍କରାଜ ଘଟଣା । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ନନ୍ଦନକାନନ ଥାନା ପୋଲିସ । ଖୋବା ପାହାଡ ସିଂ ଏବଂ ତାର ଦାରୁଠେଙ୍ଗ ର ଜଣେ ସହଯୋଗୀଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 arrested in attack case | Argus News