Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦୁଇ ପଜିଟିଭ ଚିହ୍ନଟ

Odisha

ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦୁଇ ପଜିଟିଭ ଚିହ୍ନଟ

Banajyotshna Ray
Browse all articles by Banajyotshna Ray
·2 years ago
ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦୁଇ ପଜିଟିଭ ଚିହ୍ନଟ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଧୀରେ ଧୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ଦୁଇ ନୂଆ କୋଭିଡ଼ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 21କୁ ବୃଦ୍ଧି ପାଇଛି । ଦିନକୁ ଦିନ ଯେଉଁଭଳି ଭାବରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି ତାକୁ ନେଇ ଚିନ୍ତା ବଢ଼ୁଛି। ଯଦି ଏହି ଭଳି ଭାବରେ ଆଗକୁ ସ୍ଥିତି ଜାରି ରୁହେ ତେବେ ପରିସ୍ଥିତି ଅସମ୍ଭାଳ ହୋଇଯିବ। ଏସବୁ ଭିତରେ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ପରିସ୍ଥିତି ଆଗକୁ ଅଣାୟତ ହେଲେ କଣ ପୁଣିଥରେ ଲକଡାଉନ ହୋଇପାରେ କି ? 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
2 corona positive in odisha | Argus News