Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଡ ବୋଝେଇ ଟ୍ରକ ଧକ୍କା, ବାପ-ପୁଅ ମୃତ

Odisha

ରଡ ବୋଝେଇ ଟ୍ରକ ଧକ୍କା, ବାପ-ପୁଅ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ରଡ ବୋଝେଇ ଟ୍ରକ ଧକ୍କା, ବାପ-ପୁଅ ମୃତ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଘଟଗାଁର ପିପିଳିଆ ଛକ ନିକଟରେ ରଡ ବୋଝେଇ ଟ୍ରକ ଧକ୍କା। ଘଟଣା ସ୍ଥଳରେ ବାପ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଦାଦାଙ୍କ ହୃଦଘାତରେ ମୃତ୍ୟୁ ହେୋଇଛି। ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ ଏକ ରଡ଼ ବୋଝେଇ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାପ ପୁଅ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 dead in accident | Argus News