Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର, ୨ ମୃତ

Odisha

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର, ୨ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର, ୨ ମୃତ

ଅର୍ଗସ ବ୍ୟୁରୋ:  ଭଦ୍ରକ 16 ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର। 4ଜଣଙ୍କ ମଧ୍ୟରୁ 2 ଜଣ ମୃତ,2 ଜଣ ଗୁରୁତର।କଲିକତାରୁ ଭୁବନେଶ୍ୱର ଆସିବା ବେଳେ ହୋଇଥିଲା ଦୁର୍ଘଟଣା। ଗୁରୁତର ଜଣକୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ୨ ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 dead in accident | Argus News