Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାତ୍ରୀବାହି ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ଯାତ୍ରୀବାହି ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅର୍ଗସ ବ୍ୟୁରୋ: ଯାତ୍ରୀବାହି ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା । ଦୁଇ ଜଣଙ୍କ ଚାଲିଗଲା ଜୀବନ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜ ଛକ ଡ଼ିପଲ ସ୍କୁଲ ନିକଟରେ । ମୃତକ ବ୍ରହ୍ମପୁର ଘୋଷାଣୀ ନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ । ଭୋର 5ଟା ସମୟରେ ଆସିକାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଦୀପକ ନାମକ ଘରୋଇ ବସ ସହ ବିପରୀତ ଦିଗରୁ ଆସୁଥୁବା ସ୍କୁଟି ଧକ୍କା ହୋଇଥିଲା । କୋଟିନଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 death in accident | Argus News