ବାଙ୍କୀ ବିଲିପଡାରୁ ତାଳବସ୍ତ ରାସ୍ତାରେ 2 ପୁଟର ବନ୍ୟା ଜଳ ପ୍ରବାହିତ
·1 year ago

ଅର୍ଗସ ବ୍ୟୁରୋ: ଫୁଲୁଛି ମହାନଦୀ । ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । ବାଙ୍କୀ ବିଲିପଡାରୁ ତାଳବସ୍ତ ରାସ୍ତାରେ 2 ପୁଟର ବନ୍ୟା ଜଳ ପ୍ରବାହିତ ହେବାଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଲିପଡା ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଯାଇଛି ।
ଜଳସ୍ତର ବଢ଼ୁଥିବାରୁ ଆହୁରି ଅଧିକ ପାଣି ଆସିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: