Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ 

Odisha

ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ 

Manini Pattanayak
Browse all articles by Manini Pattanayak
·1 year ago
ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ 

ମାଲକାନଗିରି : ମାଲକାନଗିରିରେ ପୁଣି ବର୍ଷା ତାଣ୍ଡବ । ବୁଡ଼ିଲା କନ୍ୟାଶ୍ରମ ପୋଲ । କାଲିମେଳାରୁ ପଡିଆ ବ୍ଲକକୁ ଯାତାୟତ ବନ୍ଦ । ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି ।

 ମାଲାକାନଗିରିରୁ ମୋଟୁ ସମେତ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଯାତିୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ଚାଲିଛି ୨ଫୁଟର ପାଣି । ଝିପିଝିପି ବର୍ଷା ଲାଗିରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ  ଉପରେ ୨ ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 feet of rainwater flows over the pole, Kanyashram pole sunk | Argus News