|
logo
Live

Argus News - ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ

Odisha

ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ

Ritu Das
Browse all articles by Ritu Das
·2 years ago
ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ରାଜଧାନୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି। ଭୁବନେଶ୍ବରର ଜାଗମରା ନୂଆ ରୋଡରେ ବୁଲିଲା ଖଣ୍ଡା, ଭୁଜାଲି । ଭାଇଗିରି ପାଇଁ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। 

ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାସହ ଛାନଭିନ ଆରମ୍ଭ କରିଛି। ହଣାକଟାରେ ୪ ଜଣ ଆହତ ହୋଇଥିବା ସୂଚନା । ଗୋଟିଏ ରାଜନୈତିକ ଦଳର ଛାତ୍ରନେତାଙ୍କ ଇସାରାରେ ଗଣ୍ଡଗୋଳ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ | Argus News