Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକରେ ୨ ଗୋଷ୍ଠୀ ମୁହାଁମୁହିଁ , ଢେଲାପଥର ମାଡ

Odisha

କଟକରେ ୨ ଗୋଷ୍ଠୀ ମୁହାଁମୁହିଁ , ଢେଲାପଥର ମାଡ

Swayangprajna Mishra
Browse all articles by Swayangprajna Mishra
·1 year ago
କଟକରେ ୨ ଗୋଷ୍ଠୀ ମୁହାଁମୁହିଁ , ଢେଲାପଥର ମାଡ

କଟକ : କଟକ ପଟାପୋଲରେ ଗୋଷ୍ଠୀ ସଂଘର୍ଷ। ଢେଲା ପଥର ଓ କାଚ ବୋତଲ ମାଡ଼। ସାମାନ୍ୟ ଗାଡ଼ି ସାଇଡ ମରାକୁ ନେଇ ଗଣ୍ଡଗୋଳ। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
2 groups fighting in cuttack | Argus News