Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·1 year ago
ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ 

ସୁନ୍ଦରଗଡ :  ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ତଳସାରା ଥାନା ନିକଟସ୍ଥ ନିମଡିହି ଗାଁରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ସଚିନ କିଣ୍ଡୋ, ସୁମିଲାଲ ଟପ୍ପୋଙ୍କ ମୃତ୍ୟୁ । ଛତିଶଗଡ଼ରୁ ହକି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ । ବାଇକରେ ମ୍ୟାଚ୍ ଖେଳି ବାଇକ ଯୋଗେ ଘରକୁ ଫେରିବା ବେଳେ ଘଟିଛି ଅଘଟଣ ।

ଧରୁଆଡ଼ିହି ଥାନା ଚେମ୍ପାପଡାରେ ରାସ୍ତାରେ ଶବ ରଖି ସ୍ଥାନିୟ ଲୋକଙ୍କ ରାସ୍ତାରୋକ୍ । ।କଂକ୍ରିଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବୀରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 hockey players killed in truck collision | Argus News