କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ୨ ମୃତ୍ୟୁ
·1 year ago

ଅର୍ଗସ ବ୍ୟୁରୋ: କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଘଟଣା ସ୍ଥଳରେ 2ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏହାସହ 2 ଗୁରୁତର ଏବଂ 5 ଆହତ ହୋଇଛନ୍ତି।। କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଅଫିସ ନିକଟରେ ବଡ଼ ଆଘଟଣ। ଟାଟା ଏସି ଗାଡି ସହ କାର ଧକା ହେବା ପରେ କୋଉଡିଆଙ୍କ ଉପରକୁ ମାଡ଼ିଯାଇଥିବା ସୂଚନା। ସଭିଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ କଟକ scb କୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: