Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୁଏତରୁ ଫେରିଲା ଓଡିଆଙ୍କ ମୃତଦେହ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha

କୁଏତରୁ ଫେରିଲା ଓଡିଆଙ୍କ ମୃତଦେହ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
କୁଏତରୁ ଫେରିଲା ଓଡିଆଙ୍କ ମୃତଦେହ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  କୁଏତରୁ ଫେରିଲା ଓଡିଆଙ୍କ ମୃତଦେହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଦୁଇ ଓଡିଆଙ୍କ ମୃତଦେହ। ୨ ଉପମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି।
କଟକର ମହମ୍ମଦ ଜହୁର, ଗଞ୍ଜାମର ସନ୍ତୋଷ ଗୌଡଙ୍କ ଜୀବନ ଯାଇଛି। କୁଏତର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ ।୨ ଓଡିଆଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମିଳିବ ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମିଳିତ ଭାବେ କହିଲେ ୨ ଉପମୁଖ୍ୟମନ୍ତ୍ରୀ।ରୋଜଗାର ପାଇଁ ବିଦେଶକୁ ଯାଇଥିଲେ ହେଲେ ଶବ ହୋଇଫେରିଲେ । ମୃତକଙ୍କ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
2 Odia deadbody returned from Kuwait in fire case | Argus News