Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିନ ଦ୍ୱିପ୍ରହରରେ ଡମ୍ଫର ଚଢ଼ାଇ ୨ଜଣଙ୍କୁ ହତ୍ୟା

Odisha

ଦିନ ଦ୍ୱିପ୍ରହରରେ ଡମ୍ଫର ଚଢ଼ାଇ ୨ଜଣଙ୍କୁ ହତ୍ୟା

Ritu Das
Browse all articles by Ritu Das
·1 year ago
ଦିନ ଦ୍ୱିପ୍ରହରରେ ଡମ୍ଫର ଚଢ଼ାଇ ୨ଜଣଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ଡମ୍ପର ଚଢ଼ାଇ ୨ଜଣଙ୍କୁ ହତ୍ୟା। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନଦୁଆଁ ଗାଁରେ ଡମ୍ପର ଚଢ଼ାଇ ସମ୍ପର୍କୀୟ ଖୁଡୀ ଓ ବଡ଼ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟାହ୍ନ ୨ଟା ସମୟରେ ଭଞ୍ଜ ପୃଷ୍ଟି, ନିଶା ସେବନ କରି ସଞ୍ଜୁ ପଲେଇ ଓ ପାଣୁ ପୃଷ୍ଟିଙ୍କ ଅନ୍ୟ ଜଣଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ, ସେମାନଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଭଞ୍ଜ ପୃଷ୍ଟିକୁ ଅଟକ ରଖି ପଚରାଉଚୁରା କରୁଛି ଘସିପୁରା ଥାନା ପୁଲିସ। ଭଞ୍ଜ ପୃଷ୍ଟି ସ୍ଥାନୀୟ ସରପଞ୍ଚଙ୍କ ଗାଡ଼ିର ଡ୍ରାଇଭର ଥିବା ଜଣାପଡିଛି। ପୋଲିସ୍ ଭଞ୍ଜକୁ ଅଟକ ରଖି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 people were | Argus News