|
logo
Live

Argus News - କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର

Odisha

କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର

Ritu Das
Browse all articles by Ritu Das
·2 years ago
କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ନିକଟରେ  କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରିଛନ୍ତି। ବନ୍ଧପାଳି ସ୍କୁଲର ଷଷ୍ଠ ଶ୍ରେଣୀର ୨ଜଣ ଛାତ୍ରୀ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ କାର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। 

୨ଜଣ ଛାତ୍ରୀ ହେଲେ  ସୁନିତ ସେଠ୍ ଓ ପାର୍ବତୀ ସୋରେଙ୍ଗ। ସ୍କୁଲରେ ଆଜି ନେତାଜୀ ଜୟନ୍ତୀ ସରିବା ପରେ ଦୁଇ ଛାତ୍ରୀ ଗୋଟିଏ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର | Argus News