Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବ୍ଲାଷ୍ଟରେ ୨ ଜଣ STF ଯବାନ ସହିଦ, ୪ ଯବାନ ଗୁରୁତର

Odisha

ବ୍ଲାଷ୍ଟରେ ୨ ଜଣ STF ଯବାନ ସହିଦ, ୪ ଯବାନ ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ବ୍ଲାଷ୍ଟରେ ୨ ଜଣ STF ଯବାନ ସହିଦ, ୪ ଯବାନ ଗୁରୁତର

ଅର୍ଗସ ବ୍ୟୁରୋ:  ଛତିଶଗଡ଼ ବିଜାପୁର ରେ IED ବ୍ଲାଷ୍ଟ । ବ୍ଲାଷ୍ଟ ରେ 2ଜଣ STF ଯବାନ ସହିଦ ହେବା ସହ 4 ଯବାନ ଗୁରୁତର ଆହତ ହୋଇଛନ୍ତି । କୁମ୍ବିଙ୍ଗ ଅପରେସନ ସାରି ଫେରୁଥିବା ସମୟରେ ପାଇପ ବମ ବ୍ଲାଷ୍ଟ କରିଛନ୍ତି ଲାଲ ବହିନୀ । ଆହତ ଯବାନ ଙ୍କୁ ଏଆର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି । Stf ର ପ୍ରଧାନ ଆରକ୍ଷକ ଭାରତ ଲାଲ ସାହୁ ଓ ଆରକ୍ଷକ ସତେର ସିଂହ ସହିଦ ହୋଇଥିବା ଜଣାପଡିଛି । CRPF, COBRA, CAF, DRG ଓ STF ଙ୍କ ମିଳିତ ଅପରେସନ ରେ ସମୟରେ ତରେମ ଥାନା ଅନ୍ତର୍ଗତ ମାଣ୍ଡିମରକା ଜଙ୍ଗଲରେ ପାଇପ ବମ ବ୍ଲାଷ୍ଟ କଲେ ମାଓବାଦୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 STF jawans martyred in blast, 4 jawans seriously | Argus News