Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ୟାମରେ ବୁଡ଼ି ୨ଛାତ୍ରଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ଡ୍ୟାମରେ ବୁଡ଼ି ୨ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଚୌଦ୍ବାରରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଣି ନେଇଯାଇଛି ୨ ବନ୍ଧୁଙ୍କ ଜୀବନ। ୫ଜଣ ଛାତ୍ର ବୁଲିବାକୁ ଆସିଥିବାବେଳେ ବଡ଼ ଅଘଟଣ ଘଟିଛି। 

 ଅସାବଧାନତା କାରଣରୁ ୨ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ମୃତିକ ଶତପଥୀ ଏବଂ ସ୍ବୟଂସଙ୍କେତ ଦାଶ। ସମସ୍ତ ଛାତ୍ର ଷ୍ଟୁଆର୍ଟ ସ୍କୁଲରେ ଯୁକ୍ତ ୨ ଶ୍ରେଣୀରେ ପାଠ ପଢ଼ୁଥିଲେ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 students died | Argus News