Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ବିଚାରାଧିନ କଏଦୀ ଫେରାର ଘଟଣା, ଭୟଭୀତ ଅବସ୍ଥାରେ ଅଭିଯୋଗ ଆଣିଥିବା ପରିବାର

Banajyotshna Ray
Browse all articles by Banajyotshna Ray
·2 years ago
୨ବିଚାରାଧିନ କଏଦୀ ଫେରାର ଘଟଣା, ଭୟଭୀତ ଅବସ୍ଥାରେ ଅଭିଯୋଗ ଆଣିଥିବା ପରିବାର

ଅର୍ଗସ ବ୍ୟୁରୋ: ଟିଟିଲାଗଡ ଜେଲରୁ ଜେଲରୁ 2 ବିଚାରାଧିନ କଏଦୀ ଫେରାର ହେବା ପରେ ଭୟଭୀତ ହୋଇପଡିଛନ୍ତି ସେମାନଙ୍କ ବିରୋଧରରେ ଅଭିଯୋଗ ଆଣିଥିବା ପରିବାର । ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରିବା ସହ ଭୟଭୀତ ହୋଇ ପଡିଛନ୍ତି । ଘଟଣାର ସିବିଆଇ ତଦନ୍ତ ସହ ସେମାନଙ୍କୁ ଫାଶୀ ଦିଆଯାଉ ବୋଲି ପରିବାର ଲୋଲକ ଦାବି କରିଛନ୍ତି ।

ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଲୋଡିଛନ୍ତି ଦୀପାନ କୁମ୍ଭାର । ଗତ 23.4.2022 ମସିହାରେ ଦୀପନ କୁମ୍ଭାରଙ୍କ ନାବାଳକ ପୁଅ  ଟିୟୁସନ ଯାଇ ଘରକୁ ଫେରି ନଥିଲା । ତାଙ୍କୁ ସୁମିତ ବିହାରୀ ପଥରରେ ଛେଚି ହତ୍ୟା କରିଥିବା ସଂଗୀନ ଅଭିେଯାଗ ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 The case of the missingof the under-trial prisoner | Argus News