Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

Ritu Das
Browse all articles by Ritu Das
·2 years ago
ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ଅର୍ଗସ ବ୍ୟୁରୋ: ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା। ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ। ବୌଦ୍ଧ ପୋଲିସ ନିକଟରେ ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 

ଉଭୟ KKBN ଡିଭିଜନ ମହାନଦୀ ଏରିଆ କମିଟି ସଦସ୍ୟ। ଉଭୟ ଛତିଶଗଡ଼ ବିଜାପୁରର, ୫ ବର୍ଷ ତଳେ ସାମିଲ୍ ହୋଇଥିଲେ। ଦୁଇଜଣ ମାଓବାଦୀ ହେଲେ ଚମ୍ପା କରାଣ ଓ ମନୀଷା ଥାଟି। ଉଭୟ ଛତିଶଗଡ଼ ବୋଲି ଜଣାପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 women | Argus News