|
logo
Live

Argus News - ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ

Odisha

ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ

Manini Pattanayak
Browse all articles by Manini Pattanayak
·2 years ago
ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ

ସମ୍ବଲପୁର:  ହୀରାକୁଦରେ ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜନସ୍ଵାସ୍ଥ୍ୟ ବିଭାଗ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ନିଜ ମୁଣ୍ଡରୁ ଦୋଷ ଖସାଇଦେଇଥିବା ଅଭିଯୋଗ ହୋଇଛି ।

ପିଅନ ବେଣୁଧର ବିଶ୍ବାଳ ଓ HR ପର୍ଶୁରାମ ପ୍ରଧାନ ନିଲମ୍ବିତ ହୋଇଛନ୍ତି । ତଳିଆ କମଚାରୀଙ୍କୁ ନିଲମ୍ବନ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି କି ଜନସ୍ବାସ୍ଥ୍ୟ ବିଭାଗ ?  ସେପଟେ ଜିଲ୍ଲା ପ୍ରଶାସନ ଝାଡାବାନ୍ତିରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ ବୋଲି ସଫେଇ ଦେଇଛି ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ | Argus News