Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଅସ୍ଥାୟୀ ଭସାଣୀ ପୋଖରୀ ପାଇଁ ଖର୍ଚ୍ଚ ହୋଇଛି ୨୦ରୁ ୨୧ ଲକ୍ଷ 

Manini Pattanayak
Browse all articles by Manini Pattanayak
·1 year ago
 ଅସ୍ଥାୟୀ ଭସାଣୀ ପୋଖରୀ ପାଇଁ ଖର୍ଚ୍ଚ ହୋଇଛି ୨୦ରୁ ୨୧ ଲକ୍ଷ 

 ଭୁବନେଶ୍ୱର:  ଭୁବନେଶ୍ବରରେ ମୂର୍ତ୍ତି ବିସର୍ଜନ ପାଇଁ ଦୟା ଏବଂ କୁଆଖାଇରେ ମୋଟ 5ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି । ପ୍ରତି ଅସ୍ଥାୟୀ ପୋଖରୀରେ ୨୦ରୁ ୨୧ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ।

ଏହାସହ ସମସ୍ତ ପୂଜା ମଣ୍ଡପ ନିୟମ ସହ ପରିବେଶ କଥା ଚିନ୍ତା କରି ବିସର୍ଜନ କରନ୍ତୁ ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି ।  ବିସର୍ଜନ ପୂର୍ବରୁ ମୂର୍ତ୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର ଇତ୍ୟାଦି ଆଭୂଷଣକୁ ବାହାର କରି ଅସ୍ଥାୟୀ ପୁଷ୍କରିଣୀରେ ପକାଇବାକୁ ପରାମର୍ଶ ଦିଆଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20 to 21 lakhs has been spent on the temporary floating pond | Argus News