|
logo
Live

Argus News - ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି

Odisha

ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି

Rashmita Mishra
Browse all articles by Rashmita Mishra
·1 year ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି

ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍କ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ନେଇ ବଣ୍ଟା ଯାଉଛି ପୁଳା ପୂଳା ଟଙ୍କା।କ୍ୟାମେରା ଦେଖି ପଳାଇଯାଉଛନ୍ତି ମହିଳା। ସହ ସହ ମହିଳା ମାନଙ୍କୁ ଟଙ୍କା ଦେଇ ସଭାକୁ ଅଣା ଯାଉଛି। ପଚାରିବାରୁ ପ୍ରସଙ୍ଗ ଏଡାଇ ଚା ପିଇବା ପାଇଁ ପଇସା ଆଣିଛୁ ବୋଲି କହୁଛନ୍ତି । 

କିଛି ମହିଳା ଏହାକୁ ସ୍ୱୀକାର କରି କହିଛନ୍ତି ଆମକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି। ଆଉ କିଛି ମହିଳା ଏହି କଥାକୁ ଅସ୍ବୀକାର କରିଛନ୍ତି। ତେବେ ଭୋଟର ମାନଙ୍କୁ ଟଙ୍କା ଦେଇ କିଣାଯାଉଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି | Argus News