ସନ୍ତାନକୁ ଧରି କୂଅକୁ ଡେଇଁଥିଲେ ମହିଳା, 8 ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ
·2 years ago

ବାଲିଗୁଡା: ଆତ୍ମହତ୍ୟା ଉଦ୍ୟମ ପାଇଁ 8 ବର୍ଷ ଜେଲଦଣ୍ଡାଦେଶ । 2021 ରାଇକିଆ ଥାନା ଅଞ୍ଚଳର ଘଟଣାକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି । ଶିଶୁପୁତ୍ର ଓ କନ୍ୟାକୁ କୂଅକୁ ଠେଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ଘଟଣାରେ ଶିଶୁପୁତ୍ର ଓ କନ୍ୟାଙ୍କ ମୃତ୍ୟୁ ହୋଇଥିଲା । ଦୋଷୀ ସାବ୍ୟସ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ । ଉକ୍ତ ମହିଳାଙ୍କୁ 8 ବର୍ଷ ଜେଲ ଦଣ୍ଡାଦେଶ ସହ 2 ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପତ୍ନୀଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ସ୍ୱାମୀ । ଫଳରେ ସ୍ୱାମୀଙ୍କୁ 5 ବର୍ଷ ଜେଲ ଦଣ୍ଡାଦେଶ ସହ 20 ହଜାର ଜରିମାନା ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢନ୍ତୁ ଓଡିଶା ଖବର...