Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CMO ରୁ ହଟିଲେ ପୁରୁଣା ଅଫିସର କର୍ମଚାରୀ

Smruti Parija
Browse all articles by Smruti Parija
·2 years ago·1 min read
CMO ରୁ ହଟିଲେ ପୁରୁଣା ଅଫିସର କର୍ମଚାରୀ

ଭୁବନେଶ୍ୱର:  CMOରୁ ହଟିଲେ 22 ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 22 ଅଧିକାରୀ ହଟିଲେ । ପୁରୁଣା ଅଫିସର ହଟିବା ନେଇ ଗୃହ ବିଭାଗର ସୂଚନା । ଜଣେ ଉପସଚିବ, 6 ସେକ୍ସନ ଅଫିସର ସମେତ 22 ଜଣଙ୍କୁ ଅପସାରଣ କରାଯାଇଛି । ମୂଳ ବିଭାଗ ସଂସଦୀୟ ବ୍ୟାପାରକୁ ଗଲେ 20 ଜଣ । ଯୋଜନା ଓ ସଂଯୋଜନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣେ ଲେଖାଏଁ ଗଲେ । 

ନୂଆ ବିଜେପି ସରକାର ପରେ ପୂର୍ବର ଅଧିକାରୀ CMOରୁ ବାହାରିଲେ । ତୋଷାମଦିଆ ବାବୁଙ୍କୁ ବାହାର କଲେ ନୂଆ ବିଜେପି ସରକାର । CMO ରୁ ହଟିଲେ ପୁରୁଣା ଅଫିସର କର୍ମଚାରୀ । ଏକ କାଳୀନ CMOରୁ 22 କର୍ମଚାରୀଙ୍କୁ ହଟାଗଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ପୁରୁଣା ଅଧିକାରୀ । ଜାଣେ ଡେପୁଟି ସେକ୍ରେଟରୀ, 6 ଜଣ ସେକ୍ସନ ଅଫିସର, 15 ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ହଟାଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
22 old officer staff-Removed from CMO | Argus News