Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏନଏସି ମାନ୍ୟତା ଦାବିରେ ଆଜି 24 ଘଣ୍ଟିଆ ବନ୍ଦ ଡାକରା  

Manini Pattanayak
Browse all articles by Manini Pattanayak
·2 years ago
ଏନଏସି ମାନ୍ୟତା ଦାବିରେ ଆଜି 24 ଘଣ୍ଟିଆ ବନ୍ଦ ଡାକରା  

ଗଜପତି:  24 ଘଣ୍ଟିଆ ମୋହନା ବନ୍ଦ । ଗଜପତି ଜିଲ୍ଲାର ବୃହତ୍ତମ ବ୍ଳକ ମୋହନାକୁ ଏନଏସି ମାନ୍ୟତା ଦାବିରେ ଆଜି 24 ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆ ଯାଇଛି l

ଆଜି ସକାଳ 6 ଟାରୁ ଆସନ୍ତା କାଲି ସକାଳ 6 ଟା ପର୍ଯ୍ୟନ୍ତ ମୋହନାରେ ବନ୍ଦର ପ୍ରଭାବ ରହିବ ।  ଦୋକାନ ବଜାର ସମେତ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ବ୍ରହ୍ମପୁରଠାରୁ ରାୟଗଡାକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
24-hour closing call today on NAC accreditation claims | Argus News