Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୭ଟି ମାଛର ଓଜନ ୩ କ୍ୱିଣ୍ଟାଲ ହେବା ଅନୁମାନ

Odisha

୧୭ଟି ମାଛର ଓଜନ ୩ କ୍ୱିଣ୍ଟାଲ ହେବା ଅନୁମାନ

Banajyotshna Ray
Browse all articles by Banajyotshna Ray
·2 years ago
୧୭ଟି ମାଛର ଓଜନ ୩ କ୍ୱିଣ୍ଟାଲ ହେବା ଅନୁମାନ

ଅର୍ଗସ ବ୍ୟୁରୋ:  17 ମାଛକୁ 25 ଲକ୍ଷ ଟଙ୍କାରେ ନିଲାମ । ଏହି ମାଛ ତେଲିଆ ପ୍ରଜାତିର ହୋଇଥିବା ବେଳେ ମୋଟ 17ଟି ମାଛର ଓଜନ 3 କ୍ୱିଣ୍ଟାଲ ବୋଲି ଜଣାପଡ଼ିଛି । ପ୍ରତି କେଜିର ମୂଲ୍ୟ 8 ହଜାର 50 ଟଙ୍କା ରେ ହୋଇଥିବା ବେଳେ ପାର୍ବତୀ ନାମ ଟ୍ରଲରରୁ ଏହା ଧରାଯାଇଥିବା କୁହାଯାଉଛି । ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ଜେଟୀରେ ଏହି ନିଲାମ ପ୍ରକ୍ରିୟା ଆଜି ସକାଳୁ ହୋଇଥିବା ବେଳେ ଏତେ ମାତ୍ରାରେ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
25 lakhs of oily fish | Argus News