Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ

Smruti Parija
Browse all articles by Smruti Parija
·1 year ago
ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ

କଟକ: ମହାନଦୀକୁ ଡେଇଁଲେ ଯୁବକ । କଟକ ଯୋବ୍ରା ସ୍ଥିତ ମହାନଦୀରେ ବୁଡି ଯୁବକ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜ  ଯୁବକକୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରଖିଛି । ନିଖୋଜ ଯୁବକ ଜଣକ ହେଲେ ଛତ୍ରବଜାର ଅଞ୍ଚଳର୨୯ ବର୍ଷୀୟ ଯୁବକ ପ୍ରଶାନ୍ତ ରାଉତ । ଯୁବକ ଜଣଙ୍କ ନଦୀକୁ କାହିଁକି ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ଯୁବକ ଜଣକ ନଦୀରେ ବୁଡି ନିଖୋଜ ହୋଇଥିବାବେଳେ ଏବେ ଯାଏଁ ତାଙ୍କର ପତ୍ତା ମିଳିନାହିଁ । 

 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
29-year-old-young-man-missing-in-mahanadi-river | Argus News