Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର   

Odisha

ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର   

Manini Pattanayak
Browse all articles by Manini Pattanayak
·1 year ago
ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର   

ଭୁବନେଶ୍ୱର: ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର । ଆଳି: ପୁଣି ରକ୍ତମୁଖା ବିଜେଡି କର୍ମୀ, ଗୋଡ଼ାଇ ବିଜେପି କର୍ମୀଙ୍କୁ ହାଣିଲେ । ବିଜେଡି କର୍ମୀଙ୍କ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର ।

ସଁସିଦା ପଞ୍ଚାୟତରେ ନିର୍ବାଚନୀ ହିଂସା, ବିଜେଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ରାଜକନିକା ବ୍ଲକ ପାରିନୂଆପଡ଼ା ପଞ୍ଚାୟତରେ ମଧ୍ୟ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ।ବିଜେଡି କର୍ମୀଙ୍କ ଆକ୍ରମଣରେ 2 କଂଗ୍ରେସ କର୍ମୀ ଲହୁଲୁହାଣ, ଗାଡ଼ି ଭଙ୍ଗାରୁଜା

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 BJP workers are seriously injured in the attack by BJD workers | Argus News