Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଜଣା ରୋଗରେ ୩ ଶିଶୁ ମୃତ୍ୟ, ୪ ଗୁରୁତର

Odisha

ଅଜଣା ରୋଗରେ ୩ ଶିଶୁ ମୃତ୍ୟ, ୪ ଗୁରୁତର

Manini Pattanayak
Browse all articles by Manini Pattanayak
·1 year ago
ଅଜଣା ରୋଗରେ ୩ ଶିଶୁ ମୃତ୍ୟ, ୪ ଗୁରୁତର

ରାୟଗଡା :  ରାୟଗଡା ଜିଲ୍ଲା ଦଙ୍ଗାସିଲ ପଞ୍ଚାୟତ ମୁଁନିସିଙ୍ଗ ଗାଁରେ ଅଜଣା ରୋଗ ଆକ୍ରାନ୍ତ।  ୩ ଶିଶୁ ମୃତ୍ୟ, ୪ ଗୁରୁତର। ତେବେ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୀର୍ଘ ୭ ଦିନ ହେବ ଏହି ଅଜଣା ରୋଗରେ ଗ୍ରାମବାସୀ ପିଡିତ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାଇ ନାଳ ଓ ଝରଣା ପାଣି ପିଇବା ଦ୍ବାରା ଏପରି ସମସ୍ୟା ଉପୁଜିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା ପାଇଁ ଏଯାଏଁ କୌଣସି ଵ୍ୟଵସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 children died of unknown diseases, 4 are serious | Argus News