Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଯାତ୍ରୀ ଗାଡ଼ି ଓଲଟି ୩ ମୃତ

Ritu Das
Browse all articles by Ritu Das
·2 years ago
ବରଯାତ୍ରୀ ଗାଡ଼ି ଓଲଟି ୩ ମୃତ

ଅର୍ଗସ ବ୍ୟୁରୋ: ରାଉରକେଲା ଲାଠିକଟାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ 3ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 13ଜଣ ଆହତ ହୋଇଛନ୍ତି।  

ଭାରସାମ୍ୟ ହରାଇ ପିକଅପଟି ଓଲଟିପଡ଼ିଥିବା ସୂଚନା ମିଳିଛି। ଗୁରୁତରମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
3 dead as pickup | Argus News