Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ଆହତ

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଆସିକା ଏନଏସି ବସ ଷ୍ଟାଣ୍ଡ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ଗୁରୁତର 3 ଜଣ ଆହତ ଥିବା ସୂଚନା । ଗୁରୁତର ବ୍ୟକ୍ତି ବାବନପୁର ଗ୍ରାମର ସନ୍ତୋଷ କୁମାର ପଟ୍ଟନାୟକ ଅନ୍ୟ ଜଣେ ତିନି ଜଣ ମାମୁଁଢିଅ ଗାଁ ବୋଲି ଜଣାରଡିଛି । ଚିକିତ୍ସା ପାଇଁ ସମସ୍ଥଙ୍କୁ ଆସିକା ଉପଖଣ୍ଡ ଚିକତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସନ୍ତୋଷଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 injured in accident in berhampur | Argus News