ବଜ୍ରପାତରେ ୩ ଆହତ
·2 years ago

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ହାତୀଖାଲ ଗ୍ରାମରେ ବଜ୍ରପାତରେ ୩ ଜଣ ଆହତ ହୋଇଥିବାବେଳେ ୩୨ ଛେଳିଙ୍କର ଜୀବନ ଯାଇଛି। ଆଜି ଅପରାହ୍ନରେ ଛେଳି ଚରାଉଥିବା ବେଳେ ଭୀଷଣ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା।
ଏହି ବଜ୍ରପାତରେ ହାତୀଖାଲ ଗ୍ରାମର ତିନି ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: