Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଟକ ବଡ ମେଡିକାଲରେ ବଡ ଅଘଟଣ

Odisha

କଟକ ବଡ ମେଡିକାଲରେ ବଡ ଅଘଟଣ

Smruti Parija
Browse all articles by Smruti Parija
·1 year ago
କଟକ ବଡ ମେଡିକାଲରେ ବଡ ଅଘଟଣ

କଟକ: କଟକ ବଡ ମେଡିକାଲରେ ବଡ ଅଘଟଣ । ଏସସିବି ମେଡିକାଲ ସଂପ୍ରସାରଣ କାମ ଚାଲିଥିବାବେଳେ ଭାଙ୍ଗିଲା କ୍ରେନ୍ । କ୍ରେନ୍ ଖସି 4 ଜଣ ଗୁରୁତର ଆହତ ହୋଇଛନ୍ତି । ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗି ପଡିଲା । 10 ମହଲା ଉପରକୁ ଜିନିଷ ଉଠାଉଥିବାବେଳେ ଖସି ପଡିଛି କ୍ରେନ୍ ।  

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନୂତନ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଚାଲିବା ସମୟରେ ଅଘଟଣ ଘଟିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 labourers critically injured after crane collapses while construction was underway for Cuttack SCB medical expansion | Argus News