Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣାରେ ଚାଲିଗଲା ୩ ଜୀବନ 

Manini Pattanayak
Browse all articles by Manini Pattanayak
·2 years ago
ଦୁର୍ଘଟଣାରେ ଚାଲିଗଲା ୩ ଜୀବନ 

ଯାଜପୁର: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ ।  ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବାଇକ।  କଳିଙ୍ଗନଗର ଥାନା ଜିନ୍ଦଲ ମୁଖ୍ୟ ଗେଟ ସମ୍ମୁଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

 ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ। ତେବେ ତିନି ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା।   ଦୁର୍ଘଟଣା ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।  
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 lives were lost in the accident | Argus News