Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଦପିଇ ନିଲମ୍ବିତ ୩ ସୁରକ୍ଷା କର୍ମୀ

Odisha

ମଦପିଇ ନିଲମ୍ବିତ ୩ ସୁରକ୍ଷା କର୍ମୀ

Swayangprajna Mishra
Browse all articles by Swayangprajna Mishra
·1 year ago
ମଦପିଇ ନିଲମ୍ବିତ ୩ ସୁରକ୍ଷା କର୍ମୀ

ଅର୍ଗସ ବ୍ୟୁରୋ : ମଦ୍ୟପାନ କରି ୩ ସୁରକ୍ଷା କର୍ମୀ ନିଲମ୍ବିତ। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାର 3 ଜଣ ସୁରକ୍ଷା କର୍ମୀ ଡ୍ୟୁଟିରେ ଥିବା ସମୟରେ ମଦ୍ୟପାନ କରି ନିଲମ୍ବିତ ହୋଇଛନ୍ତି। ଗୋଲାବାରୁଦ କାରଖାନାର ଆଭ୍ୟନ୍ତରୀଣ କ୍ଷେତ୍ର ସୁରକ୍ଷାରେ ନିୟୋଜିତ କର୍ମୀ ଭରତ ସାହୁ, ରତନ ଭୋଇ, ଶ୍ୟାମ କୁମାର ଭୋଇ ନିଲମ୍ବିତ।

ଅଧିକ ପଢନ୍ତୁ : ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା

ମଦ୍ୟପାନ କରି ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ନିଳମ୍ବିତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 security guards suspended for drinking | Argus News