ମଦ୍ୟପାନ କରି ୩ ସୁରକ୍ଷା କର୍ମୀ ସସପେଣ୍ଡ୍ଜ
·1 year ago

ବଲାଙ୍ଗିର: ମଦ୍ୟପାନ କରି ୩ ସୁରକ୍ଷା କର୍ମୀ ସସପେଣ୍ଡ୍। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାର 3 ଜଣ ସୁରକ୍ଷା କର୍ମୀ ଡ୍ୟୁଟିରେ ଥିବା ସମୟରେ ମଦ ପିଇ ନିଲମ୍ବିତ ହୋଇଛନ୍ତି।
ଗୋଲାବାରୁଦ କାରଖାନା ଭିତରର ସୁରକ୍ଷାରେ ନିୟୋଜିତ କର୍ମୀ ଭରତ ସାହୁ, ରତନ ଭୋଇ, ଶ୍ୟାମ କୁମାର ଭୋଇ ସସପେଣ୍ଡ ହେଇଛନ୍ । ମଦ୍ୟପାନ କରି ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ନିଳମ୍ବିନ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: