ଆଇଇଡି ବିସ୍ଫୋରଣ, ୩ SOG ଯବାନ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଂଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଫୁଟିଲା ଲ୍ୟାଣ୍ଡମାଇନ । ୩ ଏସଓଜି ଯବାନ ଆହତ । ଆହତଙ୍କୁ ଉଦ୍ଧାର ପାଇଁ ଗଲା ୨ ଟିମ । ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହୋଇଥିବା ସୂଚନା । ଆଇଡି ବିସ୍ଫୋରଣରେ ୩ ଏସଓଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି। ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି। ଜଙ୍ଗଲରୁ ଏଯାଏଁ ଉଦ୍ଧାର ହୋଇନାହାନ୍ତି ଯବାନ। ପୋଲିସର କୁମ୍ୱିଂ ଅପରେସନ ଜାରି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: