Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତିରୁପତି ଯାଇଥିବା ୩ ମହିଳା ନିଖୋଜ

Odisha

ତିରୁପତି ଯାଇଥିବା ୩ ମହିଳା ନିଖୋଜ

Ritu Das
Browse all articles by Ritu Das
·2 years ago
ତିରୁପତି ଯାଇଥିବା ୩ ମହିଳା ନିଖୋଜ

ଅର୍ଗସ ବ୍ୟୁରୋ: ତିରୁପତି ଯାଇଥିବା ୩ ମହିଳା ନିଖୋଜ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ  ନେଇ ତିରୁପତି ଓ ଭେଲାର ତୀର୍ଥଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କିନ୍ତୁ ଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୩ଜଣ ମହିଳା ନିଖୋଜ ରହିଛନ୍ତି। 

ସେମାନଙ୍କ ମଧ୍ୟ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଓ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣା ପଡିଛି।  ଖୋର୍ଦ୍ଧାର ଦୁଇ ଜଣ ମହିଳାଙ୍କ ପରିଚୟ ମିଳିଛି। ଜଣେ ବାଲିଅନ୍ତା ବ୍ଲକ ଜୟଦେବ ଗାଁର ଗୀତାଞ୍ଜଳି ରାଉତ ହୋଇଥିବା ବେଳେ ଅନ୍ୟ ଜଣେ ଚିଲିକାର ରାନୀ ଦେଇ ବୋଲି ଜଣା ପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 women who went to | Argus News