|
logo
Live

Argus News - ଇଟା ଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Odisha

ଇଟା ଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Ritu Das
Browse all articles by Ritu Das
·2 years ago
ଇଟା ଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ଅଧୀନ କମଳାଙ୍ଗ ଅଞ୍ଚଳରେ ଇଟା ଭାଟିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ବର୍ଷର ଶିଶୁ ଥିବା ସୂଚନା ମିଳିଛି। 

ଭାଟିରେ ଶୋଇଥିବା ସମୟରେ ଜେନେରେଟର ଧୂଆଁରେ ଶ୍ୱାସ ରୁଦ୍ଧ ହୋଇ ମରିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଇଟା ଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ | Argus News