Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୩ ବର୍ଷର ହାତୀ ଛୁଆର ମୃତ୍ୟୁ

Odisha

୩ ବର୍ଷର ହାତୀ ଛୁଆର ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago
୩ ବର୍ଷର ହାତୀ ଛୁଆର ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଦେଓଗାଁ ଜଙ୍ଗଲରୁ ଉଦ୍ଧାର ହୋଇ ଚନ୍ଦକା ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରୀଠାରେ ଚିକିତ୍ସିତ ହେଉଥିବା ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି । ଅଗଷ୍ଟ ୨୪ ତାରିଖରୁ ହାତୀ ଛୁଆଟିକୁ ଉଭୟ ନନ୍ଦନ କାନନ ଓ OUAT ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚାଲିଥିଲା ଚିକିତ୍ସା । କିଛି ଖାଇ ପିଇ ପାରୁନଥିବାରୁ ସାଲାଇନ ଜରିଆରେ ତାକୁ ବଞ୍ଚାଇ ରଖାଯାଇଥିଲା । ଗତକାଲି ସନ୍ଧ୍ୟା ୬ଟାରେ ହାତୀ ଛୁଆ ଟିର ମୃତ୍ୟୁ ହୋଇଛି । ଆଜି ତାହାର ପୋଷ୍ଟ ମର୍ଟମ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଚନ୍ଦକା DFO ଶରତ ଚନ୍ଦ୍ର ବେହେରା ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
3-year-old baby elephant dies | Argus News