Videos
|
Odisha

 34 କେଜି ଗଂଜେଇ ଜବତ, ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
 34 କେଜି ଗଂଜେଇ ଜବତ, ଦୁଇ ଗିରଫ 

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଡୁମଡୁମା ଗ୍ରାମନିକଟରେ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ।  କୌଣସି ସୂତ୍ରରୁ ଏହାର ଖବର ପାଇ ବାଉଁସୁଣୀ ଥାନା ଅଧିକାରୀ ଅଞ୍ଜଳି ବିଶ୍ୱଳଙ୍କ ନେତୃତ୍ୱ ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିବା ସହ ତାଙ୍କ ଠାରୁ 34 କେଜି ଗଂଜେଇ ଜବତ କରିଛି ବାଉଁସୁଣୀ ପୋଲିସ l

ଅଭିଯୁକ୍ତ ଦୁଇଜଣ ହେଲେ ହରିଡାପାଲି ଗ୍ରାମର ବିଦେଶୀ ଭୋଇ ଓ କୁମ୍ଭାରପାଲି ଗ୍ରାମର ରଘୁନାଥ ବେହେରା ବୋଲି ଜଣା ପଡିଛି l ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରିବା ପରେ ଦୁଇ ଅଭିଯୁକ୍ତ କୁ କୋଟ ଚାଲାଣ କରାଯାଇଛି l ଏନେଇ ବାଉଁସୁଣୀ ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: