|
logo
Live

Argus News -   ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ

Odisha

  ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ

Manini Pattanayak
Browse all articles by Manini Pattanayak
·1 year ago
  ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ

 ନାରାୟଣପୁର: ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ। ସୀମାନ୍ତ ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର। ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ 36 ମାଓବାଦୀ ସଫା । ନାରାୟଣପୁର ଜିଲ୍ଲା ଅବୁଝ୍‌ମାଡ଼ ଜଙ୍ଗଲରେ ପ୍ରବଳ ଗୁଳିବିନିମୟ।

ମାଓବାଦୀ କରିଥିଲେ ପାଲଟା ଆକ୍ରମଣ। ଗୁଳିବିନିମୟରେ ସୁରକ୍ଷାକର୍ମୀ ସୁରକ୍ଷିତ। ଘଟଣାସ୍ଥଳରୁ AK-୪୭, SLR ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
  ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ | Argus News