|
logo
Live

Argus News - ହାତୀ ଆକ୍ରଣରେ ଆଉ ଜଣେ ମୃତ

Odisha

ହାତୀ ଆକ୍ରଣରେ ଆଉ ଜଣେ ମୃତ

Smruti Parija
Browse all articles by Smruti Parija
·2 years ago
ହାତୀ ଆକ୍ରଣରେ ଆଉ ଜଣେ ମୃତ

କଟକ:  ବଡମ୍ବା କୁଆଁରପାଳ ଗାଁରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କୁଆଁରପାଳ ଗାଁର ସଞ୍ଜୟ ପ୍ରଧାନ । ତାଙ୍କ ବୟସ ୩୬ବର୍ଷ ବୋଲି ଜଣାପଡ଼ିଛି । ହାତୀ ଘଉଡ଼ାଇବା ପାଇଁ ବିଳମ୍ବିତରାତିରେ କୁଆଁରପାଳ ପୋଖରୀ ପାଖ ଆମ୍ବ ତୋଟା ନିକଟରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । 
ଗତକାଲି ମଧ୍ୟ ସମାନ ଭାବେ ସେହି ଆମ୍ବତୋଟାରେ ଅଭିମାନପୁର ଗାଁର ଜଣେ ମହିଳା କାଠ ଗୋଟାଇ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।  

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହାତୀ ଆକ୍ରଣରେ ଆଉ ଜଣେ ମୃତ | Argus News