Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବନ୍ଧୁକ ଓ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ଲୁଟ୍

Odisha

ବନ୍ଧୁକ ଓ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ଲୁଟ୍

Manini Pattanayak
Browse all articles by Manini Pattanayak
·1 year ago
ବନ୍ଧୁକ ଓ ଭୁଜାଲି ଦେଖାଇ  ୩୭ ହଜାର ଟଙ୍କା ଲୁଟ୍

 ଅନୁଗୁଳ : ବନ୍ଧୁକ ଓ ଭୁଜାଲି ଦେଖାଇ  ୩୭ ହଜାର ଟଙ୍କା ଲୁଟ୍ । ଛେଣ୍ଡିପଦା ରାସ୍ତାରେ କୋଶଳା ଗ୍ରାମର  ସହିଦ ଅରୁଣ ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ଲୁଟି ନେଇଛନ୍ତି  ୨ ଜଣ କଳା ପଲସର ବାଇକ୍ ଲୁଟେରା ।

ସୂଚନା ଯେ, ରିଙ୍କୁ କୋଶଳା ଏସବିଆଇ ବ୍ୟାଙ୍କ ରେ ନିଜର କାର୍ଯ୍ୟସାରି  ଘରକୁ ଫେରିବା ବାଟରେ କୋଶଳା ସହିଦ ଅରୁଣ ଠାରେ ଏକ କଳା ପଲସର ବାଇକ୍ ରେ ୨ଜଣ ଲୁଟେରା ବନ୍ଧୁକ ସହ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ସହ ବ୍ୟାଙ୍କ କାଗଜପତ୍ର ଲୁଟି ନେଇ ଯାଇଛନ୍ତି । ଏନେଇ ଛେଣ୍ଡିପଦା ଥାନାରେ ରିଙ୍କୁ ସାହୁ ଏକ ଲିଖିତ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
37,000 rupees looted by showing gun | Argus News