Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୁବତୀଙ୍କୁ ୪ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

Odisha

ଯୁବତୀଙ୍କୁ ୪ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago
ଯୁବତୀଙ୍କୁ ୪ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ : ଅରଖକୁଦା ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ। କାର୍ ରେ ଟିକିନେଇ ଜଙ୍ଗଲ ଭିତରେ ୪ଜଣ ଯୁବକ କରିଛନ୍ତି ଜଣେ ଯୁବତୀଙ୍କୁ ଦୁଷ୍କର୍ମ। କେଉଟକୁଦି ଛକଠାରୁ ୨୪ ତାରିଖ ରାତି ୮ଟାରେ ୩ଜଣ ଯୁବକ ଟେକିନେଇଥିଲେ ଜୈନିକ ଯୁବତୀକୁ।

ଅଧିକ ପଢନ୍ତୁ : କାହିଁକି ଦେଶରେ ବଢୁଛି ଦୁଷ୍କର୍ମ ?

ଯୁବକ ମାନଙ୍କ କବଳରୁ ୨୫ତାରିଖ ସକାଳେ ଖସିପଳାଇ ଆସିଥିଲେ ଯୁବତୀ। ଅରଖକୁଦା ଥାନାରେ ଯୁବତୀ ଅଭିଯୋଗ କରିବା ପରେ ପୋଲିସ୍ ଆରମ୍ଭ କରିଛି ଛାନ୍ ଭିନ୍। ଡାକ୍ତରୀମଇନା ପାଇଁ ରେବଣାନୂଆଗାଁ ଡାକ୍ତରଖାନା ରେ ଭର୍ତି ହେଲେ ପିଡିତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 accused of raping the young woman | Argus News