Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟ୍ରକ-ଭ୍ୟାନ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୪ ଜୀବନ    

Odisha

ଟ୍ରକ-ଭ୍ୟାନ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୪ ଜୀବନ    

Manini Pattanayak
Browse all articles by Manini Pattanayak
·2 years ago
ଟ୍ରକ-ଭ୍ୟାନ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୪ ଜୀବନ    

 ଝାରସୁଗୁଡା:  ଟ୍ରକ ଓ ଭ୍ୟାନ୍ ମୁହାଁମୁହିଁ ଧକ୍କା ଯୋଗୁଁ 4 ମୃତ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଛକ ଦେଇ ଯାଇଥିବା NH49ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଲଖନପୁର ହସ୍ପିଟାଲ ଏବଂ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତ ବ୍ୟକ୍ତିଙ୍କ ସ୍ପଷ୍ଟ ପରିଚୟ ମିଳିପାରିନାହିଁ । ଲଖନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
4 dead due to a head-on collision between a truck and a van. Jharsuguda District Lakhanpur Block A fatal accident took place on NH49 passing through Junien Street. | Argus News